କିଛିଟା ଭୟ ମିଶା ସ୍ବର୍ଗୀୟ ଆନନ୍ଦ ଯେଉଁଠି ମଳୟ ବୋହୁ ଥାଏ ହୋଇ ମନ୍ଦ ମନ୍ଦ କିଛିଟା ଭୟ ମିଶା ସ୍ବର୍ଗୀୟ ଆନନ୍ଦ ଯେଉଁଠି ମଳୟ ବୋହୁ ଥାଏ ହୋଇ ମନ୍ଦ ମନ୍ଦ
ହାତ ପହଞ୍ଚେଇ ପାରୁ ନଥିବା.... ଅବୋଧ କିଶୋରୀ ଟିଏ ମୁଁ... କିଶୋରୀ ଟିଏ ମୁଁ. ହାତ ପହଞ୍ଚେଇ ପାରୁ ନଥିବା.... ଅବୋଧ କିଶୋରୀ ଟିଏ ମୁଁ... କିଶୋରୀ ଟିଏ ମୁଁ.
ହଠାତ୍ ପୁଣି କାହାର କୋମଳ ସ୍ପର୍ଶ ଅଜଣା ଅଜଣା ଲାଗେ ପୁଲକିତ କରେ ତନୁ ମନ ହଠାତ୍ ପୁଣି କାହାର କୋମଳ ସ୍ପର୍ଶ ଅଜଣା ଅଜଣା ଲାଗେ ପୁଲକିତ କରେ ତନୁ ମନ
ସ୍ୱପ୍ନକୁ ହାତେ ଛୁଉଁ ଛୁଉଁ ଭାଙ୍ଗି ଯାଏ ନିଦ। ସ୍ୱପ୍ନକୁ ହାତେ ଛୁଉଁ ଛୁଉଁ ଭାଙ୍ଗି ଯାଏ ନିଦ।
ଦର୍ପଣ ଦର୍ପଣ